6 |
ଯାଜକମାନେ ସମାନଙ୍କେର କାର୍ୟ୍ଯ କରିବା ନିମନ୍ତେ ପ୍ରସ୍ତୁତ ହାଇେ ଠିଆ ହାଇେ ରହିଥିଲେ। ଲବେୀୟଗଣ ଯେଉଁ ବାଦ୍ଯୟନ୍ତ୍ରଗୁଡ଼ିକ ସହିତ ଠିଆ ହାଇେ ରହିଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦବୋ ନିମନ୍ତେ ସହେି ବାଦ୍ଯ ୟନ୍ତ୍ରଗୁଡ଼ିକ ରାଜା ଦାଉଦଙ୍କ ଦ୍ବାରା ନିର୍ମିତ ହାଇେଥିଲା। ଯାଜକ ଓ ଲବେୀୟମାନେ କହୁଥିଲେ, "ସଦାପ୍ରଭୁଙ୍କ ପ୍ ରମେ ଚିରକାଳସ୍ଥାଯୀ ଅଟେ !" ସମାନେେ ଲବେୀୟମାନଙ୍କ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କର ବିପରୀତ ଦିଗ ରେ ଠିଆ ହାଇେ ତୂରୀ ବଜାଇଲେ।
|
7 |
ଶ ଲୋମନ ପ୍ରାଙ୍ଗଣର ମଧ୍ଯଭାଗ ରେ ବଦେୀକୁ ଧାର୍ମିକ କାର୍ୟ୍ଯ ପାଇଁ ସମର୍ପଣ କଲେ। ଏହି ପ୍ରାଙ୍ଗଣ ସଦାପ୍ରଭୁଙ୍କ ମନ୍ଦିରର ସମ୍ମୁଖ ରେ ଥିଲା। ସଠାେରେ ଶଲୋମନ ହାମବେଳି ଓ ସହଭାଗିତାର ନବୈେଦ୍ଯର ଚର୍ବି ଉତ୍ସର୍ଗ କଲେ। ଶଲୋମନ ପ୍ରାଙ୍ଗଣର ମଧ୍ଯଭାଗକୁ ବ୍ଯବହାର କଲେ, କାରଣ ସେ ଯେଉଁ ପିତ୍ତଳ ନିର୍ମିତ ୟଜ୍ଞବଦେୀ ନିର୍ମାଣ କରିଥିଲେ, ତାହା ହାମବେଳି, ଶସ୍ଯ ନବୈେଦ୍ଯ ଓ ଚର୍ବିକୁ ଏକା ବେଳେ ଧାରଣ କରିପାରୁ ନ ଥିଲା।
|
14 |
ସେତବେେଳେ ଯଦି ଆମ୍ଭ ନାମ ରେ ନାମିତ ଲୋକମାନେ ନମ୍ର ହବେେ ଓ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖାଜେିବେ, ଆଉ ସମାନଙ୍କେର ମନ୍ଦ ପଥରୁ ଫରେିଆସିବେ, ସେତବେେଳେ ଆମ୍ଭେ ସ୍ବର୍ଗରୁ ସମାନଙ୍କେର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସମାନଙ୍କେର ମନ୍ଦ ପଥରୁ ଫରେି ଆସିବେ, ସେତବେେଳେ ଆମ୍ଭେ ସ୍ବର୍ଗରୁ ସମାନଙ୍କେର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସମାନଙ୍କେର ପାପସବୁ କ୍ଷମା କରିବା ଓ ଆମ୍ଭେ ସମାନଙ୍କେର ଦେଶକୁ ସୁସ୍ଥ କରିବା।
|
22 |
ତବେେ ଲୋକମାନେ ଉତ୍ତର ଦଇେ କହିବେ, 'କାରଣ ଲୋକମାନେ ସହେି ସଦାପ୍ରଭୁ ପରମେଶ୍ବରଙ୍କୁ ପରିତ୍ଯାଗ କଲେ, ଯାହାଙ୍କୁ ସମାନଙ୍କେର ପୂର୍ବପୁରୁଷମାନେ ମାନୁଥିଲେ। ସହେି ପରମେଶ୍ବର ହିଁ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଥିଲେ। କିନ୍ତୁ ଇସ୍ରାଯଲରେ ଲୋକମାନେ ଅନ୍ୟ ଲୋକମାନଙ୍କର ଦବେତାମାନଙ୍କୁ ଗ୍ରହଣ କଲେ। ସମାନେେ ଅନ୍ୟ ଦବେତାମାନଙ୍କର ଉପାସନା ଓ ସବୋ କଲେ। ଏଥି ନିମନ୍ତେ ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କ ଉପରେ ଏପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ।"
|